ଓଡ଼ିଶା ନିମନ୍ତେ ପ୍ରାର୍ଥନା

ପ୍ରିୟ ବନ୍ଧୁଗଣ, ବହୁତ ଖୁସିର ସହିତ ଅମେ ଆପଙ୍କୁ ଜଣାଉ ଅଛୁ ଜେ, ପ୍ରଭୁଙ୍କ ଅପାର ଦୟାରୁ ଆମର "ଓଡ଼ିଶା ନିମନ୍ତେ ପ୍ରାର୍ଥନା" ସଂଗୀତ ଆଲବମ୍ ଉତ୍ତମ ଭାବେ ଗତ ଡିସେମ୍ବର ମାସ 2015 ରେ ମୁକ୍ତିଲାଭ କରିଅଛି. ଏହା ଓଡ଼ିଆ ଭାଷୀ ଓ ଓଡ଼ିଶାର ଅଶିର୍ବାଦ ନିମନ୍ତେ ଆରାଧକ୍ ମ୍ୟୁସିକ୍ ଦ୍ବାରା ପ୍ରସ୍ତୁତ କରାଯାଇଅଛି. ଆମେ, ଆରାଧକ ସଂଗୀତ ଦଳ, ଓଡ଼ିଶା ନିମେନ୍ତେ ଆଶା ଓ ପ୍ରାର୍ଥନା କରୁ କରୁ ଏହି ବିଶେଷ ଉପଲବ୍ଧି ନିମନ୍ତେ ଇଶ୍ୱରଙ୍କୁ ଅଶେଷ ଅଶେଷ ଧନ୍ୟବାଦ ପ୍ରକାଶ କରୁଅଛୁ. ଆପଣ ଏହି ପୃଷ୍ଠାରେ ଏହି ଆଲବମର ଗୀତ ଗୁଡ଼ିକୁ ଶୁଣି ପାରିବେ ଏବଂ ଡାଉନଲୋଡ଼ ମଧ୍ୟ କରିପାରିବେ. ଅଧିକ ସୂଚନା କିମ୍ବା ଆଲବମ କିପରି ପାଇ ପରିବେ ଏଥି ନିମନ୍ତେ ଆପଣ ଆମକୁ ଦିଆ ଯାଇଥିବା ଠିକଣାରେ ସଂପର୍କ କରି ପାରିବେ. ଅଶେସ୍ ଧନ୍ୟବାଦ! ପ୍ରଭୂଙ୍କ ଗୌରବ ହେଉ.

ଭାଇ. ଜି ବି ଅମର୍

facebook ରେ ଫୋଲୋ କରନ୍ତୁ ଏଠାରେ ଏହି ଟ୍ରେଲର୍ ଦେଖନ୍ତୁ

Video Player is loading.
Current Time 0:00
Duration 0:00
Loaded: 0%
Stream Type LIVE
Remaining Time 0:00
mp4 (150px)mp4 (480px)mp4 (original size)
 
1x
  • Chapters
  • descriptions off, selected
  • subtitles off, selected
    1. Now Playing
      Up Nextପ୍ରେଫୋର ଓଡ଼ିଶା-ଟ୍ରେଲର
    2. Now Playing
      Up Next2. ନୂତନ ଜୀବନ ଗଢ଼ିବା - ଟ୍ରେଲର
    3. Now Playing
      Up Next3. ଯୀଶୁ ରାଜା - ଟ୍ରେଲର
    4. Now Playing
      Up Next04. ଲେଟ୍ସ ପ୍ରେ 4 ଓଡ଼ିଶା - ମୁଖ୍ୟ ଗୀତ
    5. Now Playing
      Up Next8. ଓଡ଼ିଶାର କୋଣ କୋଣରେ - ଟ୍ରେଲର
    6. Now Playing
      Up Next08. ଓଡ଼ିଶାର କୋଣ କୋଣ ରେ

    Your encouragement is valuable to us

    Your stories help make websites like this possible.