ଓଭି - © ବାଇବଲ ସୋସାଇଟି

ଓଭି - © ବାଇବଲ ସୋସାଇଟି

ଓଭି -  © ବି.ଏସ. ଆଇ ର ଅର୍ଥ ଏହା କି "ବାଇବଲ ସୋସାଇଟି ଦ୍ବାର କରାଯାଇଥିବା ପୁରୁଣା ଭାଷାନ୍ତର". ଓଡ଼ିଆ ମଣ୍ଡଳୀରେ ଏହି ବାଇବଲ କୁ ବହୁଳ ଭାବେ ବ୍ୟବହାର କରାଯାଉଅଛି. ଏହି ବାଇବଲର ଇ-କୋପି ଇଣ୍ଟରନେଟ୍ ରେ ଉପଲବ୍ଧ ନାହି. ଆପଣ ଏହା ବି.ଏସ.ଆଇ କାର୍ଯ୍ୟାଳୟ କିମ୍ବା ବିଭିନ୍ନ ଖ୍ରୀଷ୍ଠୀୟ ସାହିତ୍ୟ ଭବନ ରୁ ଟ. ୧୫୦-୨୦୦ ଦରରେ କିଣି ପାରିବେ. ଏହି ଭାଷାନ୍ତରକୁ ଆଧାର କରି ବି.ଏସ.ଆଇ. ଦ୍ବାର ବିଭିନ୍ନ ପ୍ରକାରର ଓଡ଼ିଆ ବାଇବଲର ପ୍ରକାଶନ କରାଯାଇଛି.

ଓଡ଼ିଆ ବାଇବଲ ର ଇତିହାଶ ପଢ଼ିବା ନିମନ୍ତେ ଏଠାରେ କିମ୍ବା ବାଇବଲ ର ଚିତ୍ର କୁ କ୍ଲିକ୍ କରନ୍ତୁ

ଅଧିକ ଜାଣିବା ନିମନ୍ତେ ନିନ୍ମ ଲିଂକ୍ କୁ କ୍ଲିକ୍ କରନ୍ତୁ

ବାଇବଲ ସୋସାଇଟି ଅଫ ଇଣ୍ଡିଆ

ବାଇବଲ ସୋସାଇଟି ଅଫ ଇଣ୍ଡିଆ, ଓଡ଼ିଶା ଅଗ୍ଜୁଲ୍ୟାରୀ