ଏହି ପ୍ରୁଷ୍ଠା ରେ ଆପଣ ଅନେକ ବହି ପଢି ପାରିବେ ଜାହା ଓଡିଶା କିମ୍ବା ଓଡ଼ିଆ ବିଷୟ ରେ ବିଭିନ୍ନ ଭାଷା ରେ ଲିପିବଧ ହୋଇଅଛି. ୧. ଓଡ଼ିଆ ଇନ ଏ ସ୍ମଲ ବାଇଟ୍ସ- ଏହା ନେଇଲ୍ ଏରିକ୍ ୱେ ଗେ ଦ୍ବାର ଲିଖିତ ଏକ ଭାଷା ଶିଖିବା ନିମନ୍ତେ ଏକ ସାହାଯ୍ୟ ପୁସ୍ତିକ. ହେ ଜଣେ ଗଣୀତଜ୍ଞ ଏବଂ ସଂଗୀତ ଜ୍ଞ, ଯେ ଡେନମାର୍କ ରୁ ଆସି କିଛିବର୍ଷ ଭୁବନେଶ୍ବର, ଓଡ଼ିଶା ରେ ବସବଶ କରିଥିଲେ. ଏହି ପୁସ୍ତକଟିକୁ ବିଦେଶୀ ଏବଂ ଅଣ-ଓଡ଼ିଆ ମାନଙ୍କ ପାଈଂ ଲେଖିଥିଲେ. Downloads ଓଡ଼ିଆ ଇନ ଏ ସ୍ମଲ ବାଇଟ୍ସ - ନେଇଲ୍ସ ଏରିକ ୱେଗେ ଦ୍ୱାରା (9.66 ଏମ୍ ବି) View ଆମ୍ଭଙ୍କୁ ଆପଣଙ୍କ ମନ୍ତବ୍ୟ କିମ୍ବା ପ୍ରଶ୍ନସବୁ ପଠାନ୍ତୁ